ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା: ନିର୍ଦ୍ଦେଶିକାଙ୍କ ଜାମିନ ଆବେଦନ ଖାରଜ

କଟକ ୧୩।୩: ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ସୋମବାର ଖାରଜ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ଦେବଯାନୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଶାରଦା ଚିଟ୍‌ଫଣ୍ଡ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ଥିଲା।