Categories: ଫୁରସତ

କୁକୁର ସହ ଏମିତି ଗେଲ ହେଉଛି ବିଲେଇ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ଓ କୁକୁର ମଧ୍ୟରେ ସ୍ନେହ ଦେଖିବାକୁ ମିଳୁଛି। ଦୁହେଁ ପରସ୍ପର ଭାବନାରେ ବୁଡ଼ି ଯାଇଛନ୍ତି। ଉଭୟଙ୍କ ଭିତରେ ଭଲପାଇବା ଦେଖିବାକୁ ମିଳୁଛି। ଭିଡିଓକୁ ବୁଟେନ୍‌ଗେବାଇଡେନ୍‌ ଟୁଇଟର ହ୍ୟାଣ୍ଡେଲରେ ଶେୟାର ହୋଇଛି।ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share