Categories: ଫୁରସତ

ଲାଲୁ ପ୍ରସାଦଙ୍କ ଝିଅ ଏବେ ଅଖିଳେଶ ଯାଦବଙ୍କ ବୋହୂ: ଏହି ଭବ୍ୟ ବଙ୍ଗଳାରେ ବିତାଉଛନ୍ତି ସମୟ; ଦେଖନ୍ତୁ ଫଟୋ

ଲାଲୁ ପ୍ରସାଦ ଯାଦବ ଏବଂ ରାବିଡି ଦେବୀଙ୍କ ସବୁଠୁ ସାନ ଝିଅ ହେଲେ ରାଜଲକ୍ଷ୍ମୀ। ଉଭୟଙ୍କ ୯ ସନ୍ତାନ ମଧ୍ୟରେ ସେ ସବୁଠାରୁ ଗେହ୍ଲା। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଜନ୍ମ ହୋଇଥିବା କୁହାଯାଏ। ରାଜଲକ୍ଷ୍ମୀଙ୍କ ବିବାହ ମୁଲାୟମ ସିଂହ ଯାଦବଙ୍କ ନାତି ତଥା ଅଖିଳେଶଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସହ ହୋଇଛି।

୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା।

ତେଜ ପ୍ରତାପ ଏବଂ ରାଜଲକ୍ଷ୍ମୀ ନୋଏଡାର ଆମିଟି ୟୁନିଭର୍ସିଟିରେ ପଢ଼ୁଥିଲେ।

ରାଜଲକ୍ଷ୍ମୀଙ୍କ ଶାଶୁଘର ବେଶ ସୁନ୍ଦର ଏବଂ ଭବ୍ୟ ମଧ୍ୟ। ଘରେ ବଡ ଲନ୍‌ ରହିଥିବା ବେଳେ ସେ ସବୁବେଳେ ବୁଲୁଥିବା ବେଳର ଫଟୋ ଛାଡ଼ିଥାନ୍ତି।

ଇଟାଓ୍ବା ଜିଲାରେ ଏହି ଘର ରହିଛି। ଘରର ଭିତର ସହ ବାହାର ସାଜସଜ୍ଜା ବେଶ ଆକର୍ଷଣୀୟ କରାଯାଇଛି।

ପରିବାର ସହ ରାଜଲକ୍ଷ୍ମୀ ବଗିଚାରେ ଫୁଲଗଛ ଲଗାଇଥାନ୍ତି।

Share