Posted inଜାତୀୟ

ବାବ୍ରି ମାମଲାର ରାୟ ଦେଇଥିବା ବିଚାରପତିଙ୍କ ସୁରକ୍ଷା ବୃଦ୍ଧିକୁ ନା

ନୂଆଦିଲ୍ଲୀ,୩।୧୧: ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ୨୦୧୫ରୁ ସେ ବାବ୍‌ରି ଭଙ୍ଗ ମାମଲାର ବିଚାର କରିଆସୁଥିବାରୁ ସୁପ୍ରିମକୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଶେଷଦିନରେ ସେ ରାୟ ଶୁଣାଇ ସମସ୍ତ ୩୨ ଅଭିଯୁକ୍ତଙ୍କ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ।
ଏହାକୁ ନେଇ ଚାପା ଉତ୍ତେଜନା ଲାଗିରହିବା ପରେ ବିଚାରପତି ଯାଦବ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମୋତେ ମାରି ଦେବାକୁ ଚାହୁଁଛି: ହାର୍ଦ୍ଦିକ

ରାଜକୋଟ,୨୦।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଭାଜପା ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଭାଜପା ଚେଷ୍ଟା କରୁଛି ତାଙ୍କୁ ଆକ୍ରମଣ କରି ମାରି...

ସୋନାଲୀ ମୃତ୍ୟୁ ମାମଲା: ଖଟ୍ଟରଙ୍କ ସହ କଥା ହେଲେ ଗୋଆ ମୁଖ୍ୟମନ୍ତ୍ରୀ

ପଣଜୀ,୨୯।୮: ହରିଆଣା ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି...

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ହନ୍ଦଓ୍ବାଡା ଏନ୍‌କାଉଣ୍ଟର: ଲଶ୍କରର ଟପ୍‌ କମାଣ୍ଡର ହାଇଦର ନିହତ

ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ୨ ଆତଙ୍କବାଦୀ ମଧ୍ୟ ନିହତ...

ରାଜଧାନୀରେ ବଢ଼ୁଛି ମଙ୍କିପକ୍ସ ମାମଲା: ପୁଣି ୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୯: କରୋନା ପରେ ଏବେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ କାୟା ମେଲାଇଲାଣି। ଗୁରୁବାର ନୂଆ ୩ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ...

ଥୋମାସ, ଜାଖରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟି ନୋଟିସ

ନୂଆଦିଲ୍ଲୀ,୧୨।୪: ଦଳ ବିରୋଧୀ କାର୍ଯ୍ୟ ଲାଗି ଦୁଇ ବରିଷ୍ଠ କଂଗ୍ରେସ ନେତା କେ.ଭି. ଥୋମାସ ଏବଂ ସୁନୀଲ ଜାଖରଙ୍କୁ ଦଳୀୟ ଶୃଙ୍ଖଳା କମିଟି ପକ୍ଷରୁ ସୋମବାର...

ଦେଶର ପ୍ରଥମ ଇଲେକ୍ଟ୍ରିକ ଡବଲ ଡେକର ବସ

ନୂଆଦିଲ୍ଲୀ,୧୯ ।୮: ଦେଶର ପ୍ରଥମ ଡବଲ ଡେକର ଏସି ଇଲେକ୍ଟ୍ରିକ ବସ ମୁମ୍ବାଇରେ ଶୋ କେସ କରାଯାଇଛି । ସ୍ୱିଚ ମୋବିଲିଟି ଲିମିଟେଡ ଦେଶର ପ୍ରଥମ...

ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!

ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ...

Advertisement
Archives

Model This Week