ବୋଲ୍ଡ ଲୁକ୍‌ରେ ସାରା

ମୁମ୍ବାଇ: ସୈଫ୍‌ ଅଲ୍ଲୀଙ୍କ ଲଳନା ସାରା ଅଲ୍ଲୀ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟ୍ୟାଙ୍କ୍‌ ଟପ୍‌ ଏବଂ ଶର୍ଟ ପିନ୍ଧି ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି। ସେ ବ୍ୟାୟାମ କରିବା ପାଇଁ ମୁମ୍ବାଇର ନମ୍ରତା ପୁରୋହିତଙ୍କ ଓ୍ବାର୍କଆଉଟ ସେଣ୍ଟରକୁ ଯାଇଥିଲେ।

ଫଟୋଗ୍ରାଫର ମନୋଜ ମଙ୍ଗଲାନି ତାଙ୍କ ଇନଷ୍ଟାଗ୍ରାମରେ ସାରାଙ୍କ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋକୁ ହଜାରେରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ୬୦୦ରୁ ଅନେକ ୟୁଜର ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି। ଫଟୋ ଶେୟାର କରି ମନୋଜ ଲେଖିଛନ୍ତି, ‘ସାରା ଅଲ୍ଲୀ ଖାନ ବ୍ୟାୟାମ କରିବା ପାଇଁ ନମ୍ରତା ପୁରୋହିତଙ୍କ ଫିଟ୍‌ନେସ୍‌ ସେଣ୍ଟରରେ ପହଞ୍ଚିଛନ୍ତି।’

Share