ମୁମ୍ବାଇ ରାସ୍ତାରେ ସାଣ୍ଟା ରୂପରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜରୀନ ଖାନ୍‌ ମୁମ୍ବାଇ ରାସ୍ତାରେ ବୁଲୁଥିବାର ଏକ ଭିଡିଓ ଏବେ ସୋସିଆଲ ଭିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜରୀନଙ୍କୁ ସାଣ୍ଟା ରୂପରେ ବୁଲୁଥିବାର ଦେଖିବାକୁ ମିଳୁଛି। ମାତ୍ର ଯେତେବେଳେ ସେ କ୍ୟାମେରାମ୍ୟାନ୍‌ଙ୍କୁ ଦେଖୁଛନ୍ତି ମୁହଁରୁ ମାସ୍କ ଖୋଲି ପୋଜ୍‌ ଦେବାରେ ଲାଗିପଡ଼ୁଛନ୍ତି। ଖ୍ରୀଷ୍ଟମାସ ପୂର୍ବରୁ ତାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share