Categories: ଜାତୀୟ

ରାହୁଲଙ୍କୁ ସମର୍ଥନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨।୬: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ)ର ନେତା ସଞ୍ଜୟ ରାଉତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଯାହା କହିଛନ୍ତି ସେଥିରେ ମୁଁ ସହମତ, ସମ୍ପୂର୍ଣ୍ଣ ବିରୋଧୀ ଏକଜୁଟ ହୋଇଛନ୍ତି।
ସଞ୍ଜୟ ରାଉତ କହିଛନ୍ତି ୨୦୨୪ରେ ଆମେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବୁ। ଏହା ଆମର ଆତ୍ମ ବିଶ୍ୱାସ ଓ ବିଶ୍ୱାସ ରହିଛି।

Share