Posted inଜାତୀୟ

ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୮।୮-ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଞ୍ଜୟଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି। ସଞ୍ଜୟଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ହୋମ୍‌ ଡେଲିଭରି ପାଇଁ ବିଚାର କର

ନୂଆଦିଲ୍ଲୀ,୯ା୫(ପି.ଟି.): ଲକ୍‌ଡାଉନ୍‌ ଯୋଗୁ ମଦ ବିକ୍ରି ବନ୍ଦ ଥିବାବେଳେ ଗତ ୪ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସସର୍ତ୍ତ ଅନୁମତି ମିଳିଥିଲା। ଫଳରେ ୪୦...

ସ୍ଥଳ, ବାୟୁସେନାର ବୃଦ୍ଧି ପାଇବ ପରାକ୍ରମ: ଡିଆର୍‌ଡିଓ ନିର୍ମାଣ କରୁଛି ‘ପ୍ରନାଶ’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ...

ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି।...

ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା...

ମନମୋହନ ସିଂଙ୍କ ସରକାରରେ ଶେଷଥର ପାଇଁ ବଳାତ୍କାରୀଙ୍କୁ ମିଳିଥିଲା ଫାଶୀ: ଗତ ୧୫ ବର୍ଷରେ ୪ ଲକ୍ଷ ମାମଲା; ପ୍ରତିଘଣ୍ଟାରେ ୫ ଜଣ ହେଉଛନ୍ତି ଶିକାର

ନୂଆଦିଲ୍ଲୀ,୩।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ପାଣିର ଗାର ପାଲଟିଛି। ମହିଳାଙ୍କ ସୁରକ୍ଷା ପ୍ରତିଶ୍ରୁତି ପ୍ରବଞ୍ଚନା ପାଲଟିଛି ବୋଲି ବିରୋଧୀ ଦଳ...

୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କୁ ଦିଆଯିବ ରୁଷିଆ ଟିକା

ନୂଆଦିଲ୍ଲୀ, ୨୩।୧୦: ଭାରତରେ କରୋନା ଭାଇରସର ଆଉ ଏକ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ମାସରେ ରୁଷିଆର ସ୍ପୁଟନିକ ଭି ଟିକା ପରୀକ୍ଷା...

୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ

ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍‌ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭...

କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ

ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍‌ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ...

Advertisement

BGU

Archives

Model This Week

Why Dharitri