ସାମନ୍ଥାଙ୍କ ବୋଲ୍ଡ ଦୃଶ୍ୟ, ଅନୁଷ୍କା କହିଲେ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପୁଷ୍ପାରେ ଆଇଟମ ଗୀତ ପରେ ସାମନ୍ଥାଙ୍କ କ୍ରେଜ୍‌ ବଢ଼ିଥିଲା। ହେଲେ ବର୍ତ୍ତମାନ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରତ୍ୟେକ ଥର ଭଳି ଏଥର ସାମନ୍ଥା ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଂଶସକ ଖୁବ୍‌ ପସନ୍ଦ କରିଛନ୍ତି। ନିକଟରେ ସାମନ୍ଥା କଳା-ହଳଦିଆ ପ୍ୟାଣ୍ଟ ସହିତ ଏକ କଳା ବିକିନି ଟପ୍‌ ପିନ୍ଧିଥିଛନ୍ତି। ସାମନ୍ଥାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଦେଖି ଅଭିନେତ୍ରୀ ଅନୁଷ୍କା ଶର୍ମା ‘ହଟ୍ଟି’ ଲେଖିବା ସହ ଏକ ହଟ୍‌ ଇମୋଜି ଦେଇଥିଲେ।

Share