Categories: ଜାତୀୟ

ସାବରିମାଲା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ: ୬୦ ଆହତ…

ଥିରୁଭାନନ୍ତପୁରମ୍‌,୨୮।୩ : କେରଳରେ ଏକ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୁହାଯାଉଛି ଯେ ତାମିଲନାଡୁରୁ ପ୍ରାୟ ୬୦ ଜଣ ସାବରିମାଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ପଠାନମଥିଟ୍ଟା ଜିଲାର ଏକ ଗଭୀର ଖାଲରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୬୦ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି।

Share