Advertisement
Posted inଜାତୀୟ

ଏକ୍ସପ୍ରେସ୍‌ଓ୍ବେ ରାସ୍ତା ମରାମତିରେ ଦୁଇ ବର୍ଷ ବିଳମ୍ବ: କମ୍ପାନୀ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୬।୧୦: ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍‌ଓ୍ବେ ମରାମତିରେ ଦୁଇ ବର୍ଷ ବିଳମ୍ବ ହେବାରୁ କମ୍ପାନୀ ବିରୋଧରେ ନୋଏଡା ଅଥରିଟି ୧ କୋଟି ଟଙ୍କା ଜରିମାନା ଲଗାଯାଇଛି। ୭୦ କୋଟି ଟଙ୍କାର ରାସ୍ତା ମରାମତି ପ୍ରକଳ୍ପ ସମ୍ପୃକ୍ତ କମ୍ପାନୀକୁ ୨୦୧୯ରେ ଦିଆଯାଇଥିଲା। ଚୁକ୍ତି ଅନୁସାରେ ୨୦୨୦ରେ ହାଇଓ୍ବେ ମରାମତି ଶେଷ ହେବାକୁ ଥିଲା। କିନ୍ତୁ କୋଭିଡ୍‌ କାରଣରୁ କାମ ସରିପାରି ନ ଥିଲା। ଏହାପରେ ପ୍ରକଳ୍ପର ଶେଷ ସମୟ ୨୦୨୧ ଧାର୍ଯ୍ୟ କରାଗଲା। କିନ୍ତୁ ୨୦୨୨ ସୁଦ୍ଧା ହାଇଓ୍ବେର ଏକଚତୁର୍ଥାଂଶ କାର୍ଯ୍ୟ ଶେଷ ହୋଇନାହିଁ। ତେବେ ନଭେମ୍ବର ୩୦ ସୁଦ୍ଧା ଯଦି ରାସ୍ତା କାମ ଶେଷ ନ ହୁଏ ତେବେ କମ୍ପାନୀକୁ ଜରିମାନା ବାବଦକୁ ୧ କୋଟି ଟଙ୍କା ଦେବା ସହ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ନୋଏଡା ଅଥରିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ

ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬...

ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା...

ତିସ୍ତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀର ବିରୋଧ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ, ୧୯୦ ଅବସରପ୍ରାପ୍ତ ବିଚାରପତିଙ୍କ ମତ…

ନୂଆଦିଲ୍ଲୀ, ୧୨।୭ : ଗୁଜୁରାଟ ଦଙ୍ଗା ସମ୍ପର୍କରେ ମିଥ୍ୟା ପ୍ରମାଣ ତିଆରି କରାଯାଇ ଗିରଫ କରାଯାଇଥିବା ଅଭିଯୋଗରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେଟାଲଭାଡଙ୍କୁ ଉଦ୍ଧାର କରିବାକୁ...

ପ୍ରଥମେ ଭୋଟଦାନ ପରେ ପାଣିଗ୍ରହଣ: ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ବର

ରାୟପୁର,୨୩।୪: ଛତିଶଗଡ଼ ଜଶପୁରରେ ଜଣେ ବର ବିବାହ କରିବା ପୂର୍ବରୁ ମଙ୍ଗଳବାର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଏହାପରେ ନିର୍ଦ୍ଧାରିତ ସମୟଠାରୁ ଅଢ଼େଇଘଣ୍ଟା ବିଳମ୍ବରେ...

ଦେଶରେ ବି ବିଦେଶ ପ୍ରେମ, ମାଇଲଖୁଣ୍ଟରେ ଲଣ୍ଡନ-ଦୁବାଇ ନାମ…

ଚଣ୍ଡିଗଡ଼,୧୭।୧୦: ପଞ୍ଜାବବାସୀଙ୍କର ବିଦେଶ ପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜଲନ୍ଦର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱରେ ସିଡନୀ, ବ୍ୟାଙ୍କକ, ଦୁବାଇ ଏବଂ ଲଣ୍ଡନ ପର୍ଯ୍ୟନ୍ତ...

ମୋଦି ସରକାର କରିଛନ୍ତି ଦେଶଦ୍ରୋହ, ଚୌକିଦାର ହିଁ ଗୁପ୍ତଚର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୧ : ପେଗାସସ ଗୁପ୍ତଚରୀ ମାମଲା ସମ୍ପର୍କରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସାରେ ଖବର ଉପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ...

ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର

ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି...

Advertisement
Archives

Model This Week