Categories: ଖେଳ

ରାଜସ୍ଥାନ ରୟାଲ୍ସର ସହଜ ବିଜୟ…

କୋଲକାତା,୧୧।୫: ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଇଛି। ମ୍ୟାଚରେ କେକେଆର ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିଛି। ଫଳରେ ଆରଆର ପାଇଁ ୧୫୦ ରନର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଲକ୍ଷ୍ଯ ପିଛା କରି ଆରଆର ୧୩.୧ ଓଭରରେ ୧ ଉଇକେଟ ହରାଇ ୧୫୧ ରନ କରିଛି । ଫଳରେ କୋଲକାତାକୁ ୯ଉଇକେଟରେ ପରାସ୍ତ କରିଛି ରାଜସ୍ଥାନ।

Share