Categories: ଖେଳ

ରାଜେନ୍ଦ୍ର ଚୟନକର୍ତ୍ତା

ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂ ଚଳିତ ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ଚୟନକର୍ତ୍ତା ଦାୟିତ୍ୱ ତୁଲାଇବେ। ୨୦୨୩-୨୪ ଜାତୀୟ ବାଳକ ଦଳପାଇଁ ସେ ଖେଳାଳି ଚୟନ କରିବେ। ରାଜେନ୍ଦ୍ର ନିକଟରେ ବିଜୁ ପଟ୍ଟନାୟକ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପାଇଥିଲେ।

Share