Categories: ଜାତୀୟ

ରାଜ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ

ମୁମ୍ବାଇ,୧୧।୫: ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ରାଜ ଠାକରେଙ୍କୁ ଫୋନରେ ମାରିଦେବାକୁ ଧମକ ଦିଆଯାଇଛି। ଏହାପରେ ଏମ୍‌ଏନ୍‌ଏସ୍‌ ନେତା ବାଲା ନାଦଗଓ୍ବେକର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲଙ୍କୁ ଭେଟି ରାଜ ଠାକରେଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ମସ୍‌ଜିଦରୁ ଲାଉଡ୍‌ସ୍ପିକର ହଟାଇବାକୁ ନେଇ ରାଜ ଠାକରେ ମହାରାଷ୍ଟ୍ରରେ ଏକ ଆନ୍ଦୋଳନ ଆରମ୍ଭ କରିଛନ୍ତି।

Share