Categories: ଖେଳ

ଇଂଲଣ୍ଡ ଗସ୍ତରେ ରାହୁଲ ଦ୍ରାବିଡ, ପନ୍ତ, ଆୟାର୍‌

ନୂଆଦିଲ୍ଲୀ,୨୦।୬: ଭାରତୀୟ ଦଳ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ଇଂଲଣ୍ଡ ଯାଇ ସାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପରେ ସୋମବାର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସହ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଶ୍ରେୟାସ ଆୟର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତୀୟ ଦଳ ଜୁନ ୨୪ରୁ ଅଭ୍ୟାସ ମ୍ୟାଚ ଖେଳିବ।

ସିରିଜ କାର୍ଯ୍ୟସୂଚୀ
ପ୍ରଥମ ଟେଷ୍ଟ- ଏଜବେଷ୍ଟନ, ଜୁଲାଇ ୧-୫

ଟି-୨୦ ସିରିଜ କାର୍ଯ୍ୟସୂଚୀ
ପ୍ରଥମ ଟି-୨୦: ଜୁଲାଇ ୭, ଏଜେସ ବାଉଲ
୨ୟ ଟି-୨୦: ଜୁଲାଇ ୯, ଏଜବେଷ୍ଟନ
ତୃତୀୟ ଟି-୨୦: ଜୁଲାଇ ୧୦, ଟ୍ରେଣ୍ଟ ବ୍ରିଜ

ଦିନିକିଆ ସିରିଜ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ : ଜୁଲାଇ ୧୨, ଓଭାଲ
ଦ୍ୱିତୀୟ ଦିନିକିଆ : ଜୁଲାଇ ୧୪, ଲର୍ଡସ
ତୃତୀୟ ଦିନିକିଆ : ଜୁଲାଇ ୧୭, ମାଞ୍ଚେଷ୍ଟର

Share