ପ୍ରିଗୋଝିନଙ୍କ ଶେଷକୃତ୍ୟରେ ଯୋଗ ଦେବେ ପୁଟିନ୍‌!

ମସ୍କୋ,୨୯।୮: ଗତ ସପ୍ତାହରେ ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ସମେତ ୧୦ଜଣଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତ ଥିବା ନେଇ ଆଶଙ୍କା କରାଯାଉଛି। ଏଥିସହ ପୁଟିନ୍‌ ପ୍ରିଗୋଝିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ କି ନେଇ ଚର୍ଚ୍ଚାର ସ୍ପଷ୍ଟୀକରଣ ରଖିଛି କ୍ରେମଲିନ

ସୂଚନାଯୋଗ୍ୟ, ଅନ୍ତିମ ସଂସ୍କାରରେ ପୁଟିନଙ୍କ ଯୋଗ ଦେବାର କୌଣସି ଯୋଜନା ନାହିଁ ବୋଲି କ୍ରେମଲିନ କହିଛି।

Share