Categories: ଜାତୀୟ

ଭାରତରେ ବ୍ୟାନ ହେଲା ପବ୍‌-ଜି

ନୂଆଦିଲ୍ଲୀ,୨।୯-ଭାରତ ସରକାର ତୃତୀୟ ଥର ଲାଗି ଚାଇନିଜ ଆପ ଉପରେ ବ୍ୟାନ ଲଗାଇଛନ୍ତି। ବହୁଳ ବ୍ୟବହୃତ ମୋବାଇଲ ଆପ ପବ୍‌-ଜି ଭାରତରେ ବୁଧବାର ବ୍ୟାନ କରାଯାଇଛି। ପବ୍‌-ଜି ସହ ୧୧୮ଟି ମୋବାଇଲ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି।
ଏହା ପୂର୍ବରୁ ଟିକଟକ ସମେତ ଆଉ ୫୯ଟି ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଥିଲେ।

Share