ରେସ୍ତୋରାଁ ‘ସୋନା’ ଲଞ୍ଚ କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆଉ ଏକ ଦିଗରେ ମନ ବଳାଇଛନ୍ତି । ଅଭିନୟରେ ଦର୍ଶକଙ୍କ ମନମୋହୁଥିବା ପିସି ଏବେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି । ସେ ଏବେ ନ୍ୟୁୟର୍କରେ ଏକ ଇଣ୍ଡିଆନ ରେସ୍ତୋରାଁ ‘ସୋନା’ ଲଞ୍ଚ କରିଛନ୍ତି । ଏହାକୁ ନେଇ ପିସି ତାଙ୍କ ହସ୍ପିଟାଲିଟି ବେଞ୍ଚର ଲଞ୍ଚ କରିଛନ୍ତି ଆଉ ଏହାକୁ ନେଇ ସେ ଖୁବ୍ ଖୁସି ବି ଅଛନ୍ତି ।

ପିସି ତାଙ୍କ ରୋସ୍ତୋରାଁ ‘ସୋନାହୋମ’ର ଲଞ୍ଚ ସମ୍ପର୍କରେ ଇନଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ସେ ତାଙ୍କ କୋଫାଉଣ୍ଡର ମନିଷ ଗୋୟଲଙ୍କ ସହ ଏକ ଭିଡିଓ ଶେୟାର କରଛନ୍ତି । ଏହି ଭିଡିଓରେ ସେ କହିଛନ୍ତି, ସୋନା ରେସ୍ତୋରାଁ ତାଙ୍କ ପାଇଁ କ’ଣ ଗୁରୁତ୍ୱ ରଖେ । ଏହାସହ ପିସି ଲେଖିଛନ୍ତି, ଲଞ୍ଚ ଟାଇମ ଆସିଗଲା । ଆପଣ ସମସ୍ତଙ୍କୁ ସୋନା ହୋମ ସହ ପରିଚିତ କରାଇ ଗର୍ବ ଅନୁଭବ କରୁଛି । ଭାରତରୁ ଆସି ଆମେରିକାରେ ଦ୍ୱତୀୟ ଘର କରିବା ପିସିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ହେଲେ ମୋର ଯାତ୍ରା ଏବେ ମୋତେ ଏମିତି ଏକ ସ୍ଥାନରେ ପହଞ୍ଚାଇ ଦେଇଛି ଯେଉଁଥି ମୋତେ ଦ୍ୱିତୀୟ ପରିବାର ଓ ବନ୍ଧୁ ମିଳିଛନ୍ତି । ମୁଁ ଯାହା ବି କରୁଛି ସେଥିରେ ଭାରତର କିଛି ଟଚ୍ ରହୁଛି ନିଶ୍ଚୟ ।ଆଉ ବାସ୍ତବରେ ସେହି ବିଚାରର ବିସ୍ତାର ଅଟେ ।
ପିସି ଆହୁରି ମଧ୍ୟ ଲେଖିଛନ୍ତି, ଆମ ହୃଦୟ ଓ ସଂସ୍କୃତି ପାଇଁ କିଛି କରିବାକୁ ମନିଷ ଗୋୟଙ୍କାଙ୍କ ସହ ସମ୍ପୂର୍ଣ୍ଣ ଟିମ ସହ କାମ କରିବା ବହୁତ ଆନନ୍ଦ ଦାୟକ ଥିଲା । ଭାରତୀୟ ସଂସ୍କୃତି ଅତିଥି ଚର୍ଚ୍ଚା ପାଇଁ ପରିଚିତ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri