Categories: ଖେଳ

ଦୁର୍ଭାଗ୍ୟ ! ପୃଥ୍ବୀଙ୍କୁ ଆଉ ଏକ ବଡ଼ ଝଟ୍‌କା

ଲଣ୍ଡନ,୧୬।୮: କଥାରେ ଅଛି, ସମୟ ଖରାପ ପଡ଼ିଲେ ସବୁଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। କିଛି ଏଭଳି ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ପୃଥ୍ବୀ ଶ’ଙ୍କ ସହ ଘଟିଛି। ସେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଆହତ ହେବା କାରଣରୁ କାଉଣ୍ଟିଂ ଦିନିକିଆ ବିଶ୍ୱକପ୍‌ର ପୁରା ସିଜନରୁ ବାଦ୍‌ ପଡ଼ିଛନ୍ତି। ପୃଥ୍ବୀଙ୍କ ଆଣ୍ଠୁରେ ଆଘାତ ଲାଗିଛି। ତେବେ ଏହି ସିଜନରେ ସେ ୪ ମ୍ୟାଚ୍‌ ଖେଳିଥିଲେ।

Share