ହାଇକୋର୍ଟ ଗଲେ ପ୍ରକୃତି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର। ଅଭିନେତା ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏବଂ ଶ୍ୱଶୂରଙ୍କ ନାଁରେ କରିଥିବା ଏତଲା ଉପରେ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା ଜଣାପଡିଛି। ତେବେ ଏହି ଏତଲାରେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା କୋର୍ଟକୁ ଜଣାଇଛନ୍ତି ପ୍ରକୃତି।