ୟୁରୋପ ୟୁନିୟନର ନୂଆ କଠୋର ନିୟମକୁ ସାମ୍ନା କରିବେ ପର୍ଣ୍ଣହବ୍, ଷ୍ଟ୍ରିପଚାଟ, ଏକ୍ସଭିଡିଓ

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ତିନି ସବୁଠୁ ବଡ଼ ଅଶ୍ଳୀଳ ୱେବସାଇଟ ୟୁରୋପୀୟ ୟୁନିଅନ(ଇୟୁ)ରେ କଠୋର ନିୟମ ଲାଗୁ ସାମ୍ନା କରିବାକୁ ଯାଉଛନ୍ତି। ପର୍ଣ୍ଣହବ୍, ଷ୍ଟ୍ରିପଚାଟ, ଏକ୍ସଭିଡିଓ ଏଣିକି ଉପଭୋକ୍ତା ବୟସ ଯାଞ୍ଚକୁ କଠୋର ଭାବେ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କ କଣ୍ଟେଣ୍ଟ ପରିଚାଳନାକୁ ବଢି଼ବା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବେ।

ଏହାର କାରଣ ହେଉଛି ୟୁରୋପୀୟ ୟୁନିଅନ ଦେଶଗୁଡିକରେ ସେମାନଙ୍କର ମାସିକ ଉପଭୋକ୍ତା ଆଧାର ଅତି କମରେ ୪୫ ନିୟୁତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହାର ଅର୍ଥ ହେଉଛି, ଇୟୁର ଡିଜିଟାଲ୍ ସର୍ଭିସେସ୍ ଆକ୍ଟ (ଡିଏସଏ) ଅନୁଯାୟୀ, ସେମାନେ ବହୁତ ବଡ଼ ଅନଲାଇନ ପ୍ଲାଟଫର୍ମ (VLOPs) ଭାବରେ ଶ୍ରେଣୀଭୁକ୍ତ ହୋଇଛନ୍ତି।

ଅଶ୍ଳୀଳ ୱେବସାଇଟ ଗୁଡିକ ଏଥିପାଇଁ ପାଖରେ ଚାରିମାସ ସମୟ ରହିଛି। ଯେଉଁ ସମୟରେ ସେମାନେ ସେମାନେ ଅନେକ ଆଇନ୍କୁ ମାନି ଅବୈଧ କଣ୍ଟେଣ୍ଟ ଗୁଡିକ ପ୍ରସାରକୁ ରୋକିବା ପାଇଁ ଅଧିକ ପ୍ରୟାସକୁ କରିବେ, ଯେପରିକି ଡିପ୍ ଫେକ ଅଶ୍ଳୀଳ ଭିଡିଓ ଏବଂ ଶିଶୁ ଯୌନ ଶୋଷଣର ଭିଡିଓ, ନାବାଳିକାଙ୍କୁ ସେମାନଙ୍କ ୱେବସାଇଟ୍ ବ୍ୟବହାର ନକରିବା ପାଇଁ ଅଧିକ କଠୋର ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା। ଯେପରିକି ବୟସ ଯାଞ୍ଚ ପ୍ରଣାଳୀ ନିଶ୍ଚିତ କରେ ଯେ ସେମାନଙ୍କର ବିପଦ ମୂଲ୍ୟାଙ୍କନ ଏବଂ ସମସ୍ତ DSA ଆବଶ୍ୟକତା ପାଳନ ଏକ ବାହ୍ୟ, ନିରପେକ୍ଷ ଦଳ ଦ୍ୱାରା ଯାଞ୍ଚ କରାଯାଏ।

ଏହା ବ୍ୟତୀତ ଭିଡିଓରେ ଦର୍ଶା ଯାଇଥିବା ସ୍ଥାନ ଗୁଡିକ ନୂତନ, କଠୋର ନିୟମାବଳୀକୁ ପାଳନ କରିବା ନିଶ୍ଚିତ କରିବା। ଯାହା ୟୁରୋପିଆନ ୟୁନିୟନର ଅଧୀନରେ ରହିବ। ଯଦି ସେମାନେ ତାହା ପାଳନ ନକରନ୍ତି, ତେବେ ଏହା ସେମାନଙ୍କ ବିଶ୍ଵବ୍ୟାପୀ କାରବାରର ୬% ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri