ଜୀବନ ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ୱର,୨୫।୧: ରବିବାର ସକାଳ ଓଲିଉଡ ଜଗତ ପାଇଁ ଏକ ଦୁଖଦ ସକାଳ ଥିଲା। ବେଶ କିଛିଦିନ ଧରି ଚିକିତ୍ସାଧିନ ଥିବା ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଛି। ଏହି ଖବର ପାଇବା ପରେ ସମଗ୍ର ଓଲିଉଡ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ,୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଅଭିଜିତଙ୍କ ଦେହାନ୍ତ ହୋଇଛି। ଲିଭର୍‌ ଜନିତ ସମସ୍ୟା ପରେ ସେ ଚିକିତ୍ସିତ ହେଉଥିଲେ।
ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତଙ୍କ ସଙ୍ଗୀତ କ୍ୟାରିଅର୧୯୯୧ ମସିହାରେ ଆରମ୍ଭ ହୋଇଥିଲା। ‘ଦକ୍ସିଗଲା’ ତାଙ୍କର ପ୍ରଥମ ସମ୍ବଲପୁରୀ ଆଲବମ ଥିଲା, ଯାହା ବେଶ ଲୋକପ୍ରିୟ ହୋଇଥିଲା। ୨୦୦୦ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ତାଙ୍କର ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ ଲୋକପ୍ରିୟ ହୋଇଥିଲା। ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ୍ ଉପରେ BCCIର ନଜର: ରୋହିତ-ବିରାଟଙ୍କୁ ନେଇ ବଡ଼ ପ୍ଲାନ୍!

ମୁମ୍ବାଇ,୧୩।୩: ଟି-୨୦ ବିଶ୍ୱକପ୍ ସଫଳତା ପରେ ଏବେ ବିସିସିଆଇର ପରବର୍ତ୍ତୀ ଟାର୍ଗେଟ୍ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ୍। ୨୦୧୧ ପରଠାରୁ ଦୀର୍ଘ ପ୍ରତୀକ୍ଷିତ ଏହି ଟ୍ରଫି ହାସଲ…

କେନ୍ଦୁଝରରେ ଯୁଦ୍ଧର ପ୍ରଭାବ: ଗ୍ୟାସ୍‌ ପାଇଁ ରାସ୍ତାରୋକୋ କଲେ ଲୋକେ

କେନ୍ଦୁଝର,୧୩।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି। ବୁକିଙ୍ଗ୍‌ କରି…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍‌ଆଇ, ଜଣେ ବ୍ୟବସାୟୀଙ୍କଠୁ…

ସୁନ୍ଦରଗଡ/ବଡଗାଁ,୧୩।୩(ଜୟ ନାରାୟଣ ମେଣ୍ଡୁଳି, ଅଶୋକ ଷଡ଼ଙ୍ଗୀ): ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସ୍‌ଆଇ। ମଦ ଦୋକାନ ଚଳାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ…

ବିନା କାରଣରେ ସମ୍ପୂର୍ଣ୍ଣ ବ୍ୟବସାୟିକ ଆକାଉଣ୍ଟ ସିଜ୍ କରିପାରିବନି ପୋଲିସ: ହାଇକୋର୍ଟ

କଟକ, ୧୩।୩: ସକ୍ରିୟ ବ୍ୟବସାୟ ଅନୁଷ୍ଠାନର ସମ୍ପୁର୍ଣ୍ଣ ପାଣ୍ଠିକୁ ସିଜ୍ କରିପାରିବନି ପୋଲିସ୍। ଏକ ମାମଲାର ଶୁଣାଣି କରିବା ମସୟରେ ଏଭଳି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ।…

ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..

ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍…

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ଭୟଙ୍କର ଧମକ ଦେଲା ଇରାନ, କହିଦେଲା ଏମିତି, ଆମେରିକା ଛାନିଆ!

ଓ୍ବାଶିଂଟନ,୧୩।୩: ଆମେରିକା ଏବଂ ଇସ୍ରାଏଲ ଇରାନକୁ ଏକ ଭୟଙ୍କର ଧ୍ୱଂସାତ୍ମକ ଦୃଶ୍ୟ ଉପସ୍ଥାପନ କରିଛନ୍ତି ଯାହା ହୃଦୟ ବିଦାରକ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ଗଭୀର ହେଉଛି। ଇରାନର…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri