Categories: ଜାତୀୟ

ଲାଲକିଲ୍ଲାରେ ଅନ୍ନଦାତାଙ୍କ ଉପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୬ା୧- ଦେଶର ସାଧାରଣତନ୍ତ୍ର ଦିବସ ଅବସରରେ ବହୁ ସଂଖ୍ୟାରେ ଆନ୍ଦୋଳନରତ ଅନ୍ନଦାତାମାନେ ମଙ୍ଗଳବାର ବ୍ୟାରିକେଡ୍‌ ଡେଇଁ ଲାଲକିଲ୍ଲା ଉପରେ  ପତାକା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲା ପରିସରରୁ ଚାଷୀଙ୍କୁ ତଡ଼ିବା ଲାଗି ଲାଠି ଚାଳନା କରିଛି ପୋଲିସ। ମିଳିଥିବା ସୂଚନା ମୁତାବକ, ଟ୍ରାକ୍ଟର ରାଲି ବେଳେ ଦୁର୍ଘଟଣାରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି।

Share