ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ପୋଲିସ, ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ ହେଲା ଅପରେଶନ

ବଲାଙ୍ଗୀର,୧୦।୩ ( ସୁନିଲ କୁମାର ମହାନ୍ତି): ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ । ବଲାଙ୍ଗୀର ସହରରେ ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଅପରେସନ “ସୁପର” ଆରମ୍ଭ କରିଛି । ସୁପର ବାଇକ ଧରି ସହର ଭିତରେ ଷ୍ଟଣ୍ଟ ଶୋ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ଏବେ ସାବାଡ଼ କରିବ ପୋଲିସ । ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟରେ ପୋଲିସ ଚେକିଂ ଜୋରଦାର ଆରମ୍ଭ କରାଯାଇଛି। ଡ୍ରଙ୍କ ଆଣ୍ଡ ଡ୍ରାଇଭ ସହିତ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଫାଇନ କାଟି ପୋଲିସ ଏବେ ସାବାଡ଼ କରୁଛି । ଏହା ସହିତ ବଲାଙ୍ଗୀର ଭିଆଇପି ରାସ୍ତା ସର୍କିଟହାଉସ ରାସ୍ତାର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଟାଉନ ପୋଲିସ ବ୍ୟାରିକେଡ୍‌ ମଧ୍ୟ ଲଗାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୦।୩: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି।…

ଭୟଙ୍କର ହେଲା ଯୁଦ୍ଧ: ଏଣ୍ଟ୍ରି ମାରିଲା ଅଷ୍ଟ୍ରେଲିଆ, ବିଶ୍ୱରେ ଚହଳ…

ନୂଆଦିଲ୍‌ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ, ଏବଂ ଏହି ୧୦ ଦିନରେ, ଇସ୍ରାଏଲ ଏବଂ ଇରାନ ସମେତ ପ୍ରାୟ ୧୫ଟି ଦେଶ ଭୟଙ୍କର କ୍ଷୟକ୍ଷତି ଦେଖିଛନ୍ତି।…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଯୁଦ୍ଧକୁ ଡେଇଁଲା ପାକିସ୍ତାନର ବନ୍ଧୁରାଷ୍ଟ୍ର…

ନୂଆଦିଲ୍‌ଲୀ,୧୦।୩: ତୁର୍କୀ ଏବେ ଇରାନ ବିରୋଧରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମଧ୍ୟପ୍ରାଚ୍ୟ ବିବାଦରେ ସକ୍ରିୟ ଭାବରେ ସାମିଲ ହେବାକୁ ନିଜର ଅଭିପ୍ରାୟ ପ୍ରକାଶ କରିଛି।…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଲା ବିଜେଡି: ପୋଲିସ ସହିତ ମୁହାଁମୁହିଁ ପରେ…

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ, ରାସ୍ତାରେ ଯାଉଥିବା ଦମ୍ପତିଙ୍କୁ ବି କଲେ ଗୁଳିମାଡ଼, ଅଞ୍ଚଳରେ ଆତଙ୍କ

ଫୁଲବାଣୀ, ୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଛାପଡ଼ା ଥାନା କଟାପଙ୍ଗା ଗାଁରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀ କେହି ନୁହେଁ ଖୋଦ୍‌…

ଯୁଦ୍ଧ ମଧ୍ୟରେ ଚାଇନାର ବଡ଼ ନିଷ୍ପତ୍ତି, ଏହି ଘୋଷଣା କରି ସାରା ବିଶ୍ୱକୁ ଚମକାଇ ଦେଲା…

ବେଜିଂ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଆମେରିକା ଏବଂ ଇସ୍ରାଏଲ ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ଉଭୟ ଦେଶ ବିରୁଦ୍ଧରେ ପ୍ରତିଶୋଧ…

ମାର୍ଚ୍ଚ ୨୧ରୁ ଏହି ୭ ରାଶିର ବ୍ୟକ୍ତି ହୋଇଯିବେ ମାଲାମାଲ: ବୁଧ ଗ୍ରହ….

ପ୍ରତି ମାସରେ ବ୍ରହ୍ମାଣ୍ଡରେ ଗ୍ରହ ପରିବର୍ତ୍ତନ ଘଟେ, ଯାହା ଲୋକଙ୍କ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ଏହି…

ରୋହିତ ଶର୍ମା-ସ୍ତ୍ରୀ ରିତିକା ମଧ୍ୟରେ ପ୍ରବଳ ଝଗଡା: Video ନ ଦେଖିଲେ ସହଜେ କରିବେନି ବିଶ୍ୱାସ

ନୂଆଦିଲ୍ଲୀ,୧୦।୩: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରାୟତଃ ତାଙ୍କ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ହିଟମ୍ୟାନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି, କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri