ପୋଲିସ-ଅପରାଧୀ ମୁହାଁମୁହିଁ, ୧୩ ମୃତ

ବ୍ରାସିଲିଆ,୨୪ା୩: ବ୍ରାଜିଲର ରିଓ ଡି ଜେନେରିଓ ସହରରେ ପୋଲିସ ଏବଂ ଅଜଣା ଦୁର୍ବୃତ୍ତ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ହୋଇଛି।

ବ୍ରାଜିଲର ସମୁଦ୍ରକୂଳ ସହର ରିଓ ଡି ଜେନେରିଓ ବାହାରେ ଅପରାଧୀଙ୍କ ସହ ସଂଘର୍ଷ ଘଟିଥିବା ପୋଲିସ କହିଛି।
ପୋଲିସ ଏକ ଗ୍ୟାଙ୍ଗ ନେତାଙ୍କୁ ଧରିବା ପାଇଁ ଚଢ଼ାଉ କରୁଥିବା ବେଳେ ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା।

Share