ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ ଏକ ନୂଆ ଚେହେରା ଲୁଚି ରହିଥାଏ। ତେବେ ଭରସାଯୋଗ୍ୟ ବ୍ୟକ୍ତିଟିଏ ଖୋଜି ପାଇବା ବର୍ତ୍ତମାନ ସମୟରେ କଷ୍ଟକର। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ୪ ରାଶିର ଲୋକମାନେ ଭରସାଯୋଗ୍ୟ। ଆଖି ବନ୍ଦକରି ଏମାନଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ। ଜାଣିବା ସେହି ରାଶଗୁଡ଼ିକି ବିଷୟରେ…
କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟ ରାଶିର ଲୋକମାନେ ବହୁତ ସଚ୍ଚୋଟ। ଏମାନେ ବହୁତ ମଧୁର ଏବଂ ଦୟାଳୁ ସ୍ବଭାବର। ଏମାନେ ଦୟାଳୁ ସ୍ବଭାବର। ଆଖି ବନ୍ଦକରି ଏମାନଙ୍କ ଉପରେ ଭରସା କରାଯାଇ ପାରିବ।
ମେଷ: ମେଷ ରାଶିର ଲୋକମାନେ ସବୁବେଳେ ସଠିକ୍‌ କାର୍ଯ୍ୟ କରିବାକୁ ନେଇ ପରିଚିତ ହୋଇଥାନ୍ତି। ପଛରେ ଶୁଣିବାକୁ ମିଳୁଥିବା କଥା ଉପରେ ଏମାନେ ଆଦୌ ହେଲେ ଭରସା କରି ନ ଥାନ୍ତି। ଏମାନେ ଯେତେବେଳେ କିଛି ନିଷ୍ପତ୍ତି ନେଇଥାନ୍ତି ସମସ୍ତଙ୍କ ବିଷୟରେ ଭାବିଚିନ୍ତି ନେଇଥାନ୍ତି। ତେଣୁ ଏମାନେ ଭରସାଯୋଗ୍ୟ।
ତୁଳା: ଏମାନେ ଅସାଧୁ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ। ଏମାନେ ସଚ୍ଚେଟ ଏବଂ ବାସ୍ତବିକ। ନିଜ ମନ ଅନୁସାରେ ଏମାନେ ଠିକ୍‌ ଭୁଲ ନିଷ୍ପତ୍ତି ନେଇଥାନ୍ତି।
ମକର: ଏମାନେ କାହାକୁ ଅପମାନ କରିବା ଏବଂ ଅନ୍ୟର ବିଶ୍ୱାସ ଭାଙ୍ଗିବାକୁ ଦେଇ ନ ଥାନ୍ତି। ମକର ରାଶିର ବ୍ୟକ୍ତି କାହାକୁ ପ୍ରତିଶ୍ରୁତି ଦେଲେ ତାହାକୁ ନିଶ୍ଚୟ ପୂରଣ କରିଥାନ୍ତି। ତେଣୁ ଏମାନେ ବିଶ୍ୱାସଯୋଗ୍ୟ। ଏମାନେ ସଚ୍ଚୋଟ ମଧ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri