ଏହି ୨ ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କେବେ ଦେଇ ନ ଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଉତ୍‌ଥାନ-ପତନ ଲାଗି ରହିଥାଏ। ତେବେ ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରହର ସ୍ଥିତି ଯୋଗୁ କେତେବଳେ ଲାଭ ହୋଇଥାଏ ତ ଆଉ କେତେବେଳେ କ୍ଷତି। ଏମିତିରେ ଯଦି ଜଣେ ବ୍ୟକ୍ତିଙ୍କ ସମ୍ପର୍କ ଗ୍ରହ ଭଲଥିବା ବ୍ୟକ୍ତିଙ୍କ ସହ ସଂଯୋଗ କରାଯାଏ ତେବେ ସେମାନଙ୍କ ସମସ୍ୟା ସମାନ୍ୟ କମ୍‌ ହୋଇଥାଏ। ତେବେ ସିଂହ ଏବଂ ବିଛା ରାଶିର ବ୍ୟକ୍ତିମାନେ ସେମାନଙ୍କ ସାଥୀଙ୍କୁ କେବେହେଲେ ପ୍ରତାରଣା ଦେଇ ନ ଥାନ୍ତି। ତେବେ ଜାଣିବା ସବୁ ରାଶି ବିଷୟରେ…

ମେଶ: ମେଶ ରାଶିର ବ୍ୟକ୍ତିମାନେ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। କିନ୍ତୁ ସେମାନଙ୍କ ପ୍ରେମ ସ୍ଥିର ନୁହେଁ। ଚଞ୍ଚଳତା ଯୋଗୁ ସେମାନଙ୍କ ମନ ପରିବର୍ତ୍ତନ ହୋଇଥାଏ।
ବୃଷ: ଏହି ରାଶିର ବ୍ୟକ୍ତି ବହୁତ ବିଳମ୍ବରେ ପ୍ରେମରେ ପଡ଼ିଥାନ୍ତି। କିନ୍ତୁ ସେମାନଙ୍କ ପ୍ରେମ ସ୍ଥିର ଏବଂ ଶକ୍ତ। ଏଥିପାଇଁ ସେମାନଙ୍କ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ମିଥୁନ:ଏହି ରାଶିର ଲୋକମାନେ ବହୁତ ଦ୍ୱନ୍ଦ୍ୱରେ ରୁହନ୍ତି। ଏହି କାରଣରୁ ସେମାନେ ପ୍ରେମରେ ପଡ଼ୁଥିଲେ ମଧ୍ୟ ବିବାହ ହୋଇପାରି ନ ଥାଏ।
କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ମାତ୍ର ଏମାନେ ସବୁବେଳେ ପ୍ରେମରେ ଭୁଲ ନିଷ୍ପତ୍ତି ନେଇଥାନ୍ତି। ଏହି ରାଶିର ଲୋକଙ୍କୁ ସାଥୀଙ୍କ ଠାରୁ ପ୍ରତାରଣା ମିଳିଥାଏ।
ସିଂହ: ପ୍ରେମ ପ୍ରସଙ୍ଗରେ ଏହି ରାଶିର ଲୋକମାନେ ବହୁତ ଜିଦି ମନୋଭାବର ହୋଇଥାନ୍ତି। ପ୍ରେମ ପ୍ରସଙ୍ଗରେ ଏମାନେ ସବୁବେଳେ ଅସଫଳ ହୋଇଥାନ୍ତି। ଯଦି ବି ଏମାନେ ପ୍ରେମରେ ସଫଳ ହୁଅନ୍ତି ତେବେ ତାଙ୍କର କ୍ୟାରିୟର ବହୁତ ସଫଳ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନେ ତାଙ୍କ ସାଥୀଙ୍କୁ କେବେହେଲେ ପ୍ରତାରଣା ଦେଇ ନ ଥାନ୍ତି।
କନ୍ୟା: ଏହି ରାଶିର ଲୋକମାନେ ସବୁବେଳେ ନିଜର ଫାଇଦା ଦେଖିଥାନ୍ତି। ଏହି କାରଣରୁ ସେମାନଙ୍କ ପ୍ରେମ ଅସଫଳ ହୋଇଥାଏ। ପ୍ରେମରେ ଏମାନଙ୍କର ଧନହାନୀ ହେବା ସହ ସ୍ବାର୍ଥପର ମଧ୍ୟ ହୋଇଯାଆନ୍ତି।
ତୁଳା: ଅଧିକରୁ ଅଧିକ ଭଲପାଇବା ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଅତ୍ୟଧିକ ପ୍ରେମ ଯୋଗୁ ଏମାନେ ଅନେକ ସମୟରେ ଭୁଲ କାମ ମଧ୍ୟ କରିଥାନ୍ତି। ପ୍ରେମ ଯୋଗୁ ଏମାନଙ୍କୁ ନିଜ ପଦବୀ ହରାଇବାକୁ ପଡ଼ିଥାଏ।
ବିଛା: ଏହି ରାଶିର ଲୋକମାନେ ପ୍ରେମଠାରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କାରଣ ପ୍ରେମ ଯୋଗୁ ଏମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ଯଦିବି ଏମାନଙ୍କର ପ୍ରେମ ବିବାହ ହୁଏ ତେବେ ସେମାନେ ଅନେକ ସମସ୍ୟାରୁ ରକ୍ଷା ପାଇଯାଆନ୍ତି। ଏହି ରାଶିର ବ୍ୟକ୍ତି ତାଙ୍କ ସାଥୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି, କେବେହେଲେ ପ୍ରତାରଣା ଦେଇ ନ ଥାନ୍ତି।
ଧନୁ: ଏହି ରାଶିର ଲୋକମାନେ ସାଧାରଣତଃ ମଉଜମସ୍ତି ପାଇଁ ପ୍ରେମ କରିଥାନ୍ତି। ବେଳେବେଳେ ଏମାନେ ଏକାସାଙ୍ଗରେ ୨ ଜଣଙ୍କୁ ଭଲପାଇ ବସିଥାନ୍ତି।
ମକର: ପ୍ରେମ ଏମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ପ୍ରେମ ଯୋଗୁ ଏମାନଙ୍କୁ ଅନୁତାପ କରିବାକୁ ପଡ଼ିଥାଏ।
କୁମ୍ଭ: ପ୍ରେମ କରିବା, ଏହାକୁ ବଜାୟ ରଖିବା ଏବଂ ପ୍ରେମରେ ପ୍ରତାରିତ ହେବା ଏମାନଙ୍କ ଭାଗ୍ୟ। ଲୋକମାନେ ଏମାନଙ୍କୁ ପ୍ରେମରେ ବ୍ୟବହାର କରିଥାନ୍ତି।
ମୀନ: ପ୍ରେମ ପ୍ରସଙ୍ଗରେ ଏମାନଙ୍କ ଅବହେଳା ହିଁ ଏହି ରାଶିର ଲୋକଙ୍କୁ ବିଫଳ କରିଥାଏ। ଏମାନେ ପ୍ରେମ ମାମଲାରେ ସେତେଟା ଗମ୍ଭୀର ନୁହନ୍ତି। ସଚ୍ଚୋଟତାର ସହ କରିଥିବା ପ୍ରେମ ଏମାନଙ୍କୁ ସଫଳତାର ଶୀର୍ଷକୁ ନେଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri