ବିଗ୍ ବିଙ୍କ ଜନ୍ମଦିନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଉ ୨ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୧ରେ ୭୮ ବର୍ଷରେ ପାଦ ଦେବେ । ହେଲେ ତା’ପୂର୍ବରୁ ମୁମ୍ବାଇ ସ୍ଥିତ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅମିତାଭଙ୍କ ଜନ୍ମଦିନରେ ତାଙ୍କ ଘର ‘ଜଲସା’ ଆଗରେ ତାଙ୍କର ହଜାର ହଜାର ପ୍ରଶଂସକ ପ୍ରତିବର୍ଷ ଏକାଠି ହୋଇଥାଆନ୍ତି । ସେହି ଦୃଷ୍ଟିରୁ ଏଥର ଆଗୁଆ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୁମ୍ବାଇରେ ଏକେ କରୋନା ମହାମାରୀର ପ୍ରକୋପ ଚାଲିଥିବା ବେଳେ ଲୋକଙ୍କ ମଧ୍ୟରେ ସାମଜିକ ଦୂରତା ବଜାୟ ରଖିବାକୁ ପୋଲିସ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଏହାସହ ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଥିବା ଅମିତାଭ ଏଥର ତଙ୍କ ଜନ୍ମଦିନକ୍‌ୁ ବିଶେଷ ଢଙ୍ଗରେ ପାଳନ କରିବେ ନାହିଁ ବୋଳି ଆଗରୁ କହିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ଏବେ ବିଗ୍ ବି ତାଙ୍କ ରିୟଲିଟି ଶୋ’ କୌନ ବନେଗା କରୋଡପତି ପାଇଁ ବ୍ୟସ୍ତ ରହିଛନ୍ତି । ପ୍ରତିଦିନ ଏହାର ଶୁଟିଂ ଚାଲିଥିବା ବେଳେ ଏଥିପାଇଁ ସେ ୧୨ରୁ ୧୫ ଘଣ୍ଟା ସମୟ ଦେଉଛନ୍ତି ବୋଲି ପୂର୍ବରୁ କହିଥିଲେ । ତେଣୁ ଏଥର ସେ ତାଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ

ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍‌ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍‌ଠାରୁ ଆରମ୍ଭ...

କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ...

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ...

ବ୍ୟାକ୍‌ଲେସ୍‌ ପୋଷାକରେ ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଆଗାମୀ ଫିଲ୍ମ‘ରୁହି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା। ଏଥିରେ ଜାହ୍ନବୀ ବରୁଣ...

ଫିଲ୍ମ ‘ରାଧେ’ରେ ଏମିତି ରହିବ ସଲମାନଙ୍କ ଲୁକ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ଇତିମଧ୍ୟରେ ଲଞ୍ଚ ହୋଇଯାଇଛି। ଦବଙ୍ଗ ୩ର ଶୁଟିଂ ଶେଷ ହେବାପରେ ସଲ୍ଲୁ ଏହି ଫିଲ୍ମ...

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ...

ପ୍ରଶଂସକଙ୍କୁ ପାଗଳ କରୁଛି ସେଲ୍‌ଫି କୁଇନ୍‌ଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ରେ ସେଲ୍‌ଫି କୁଇନ୍‌ ଭାବରେ ଜଣାଶୁଣା ଗାୟିକା ନେହା କକ୍କର କେବଳ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ...

ସ୍ତ୍ରୀଙ୍କୁ ଛାଡ଼ି ରାଣୀ ମୁଖାର୍ଜୀଙ୍କ ସହ ରହିବାକୁ ଚାଲିଯାଇଥିଲେ ଏହି ସୁପରଷ୍ଟାର! ଭାଙ୍ଗୁ ଭାଙ୍ଗୁ ରହିଥିଲା…

ବମ୍ବେ: ବଲିଉଡ୍ର ଲୋକପ୍ରିୟ ନାୟକଙ୍କ ମଧ୍ୟରୁ ଗୋବିନ୍ଦା ଜଣେ। ତାଙ୍କର ଅଭିନୟ ସାଙ୍ଗକୁ ନୃତ୍ୟକୁ ଆଜି ବି ଦର୍ଶକେ ପସନ୍ଦ କରନ୍ତି। ଦୀର୍ଘଦିନ ଧରି ବଡ...

Advertisement
Archives

Model This Week