Categories: ଜାତୀୟ

ନୂତନ ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ଏମ୍‌ପି

ନୂଆଦିଲ୍ଲୀ,୧୯।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଆଜିଠାରୁ ନୂତନ ସଂସଦ ଗୃହରେ ସଂସଦର ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଏମ୍‌ପି ନୂତନ ସଂସଦ ଗୃହରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ କରିଛନ୍ତି।ଲୋକ ସଭା ବାଚସ୍ପତିଙ୍କ ସମ୍ବୋଧନ ସହିତ ଗୃହ ପ୍ରକ୍ରିୟା ଆରମ୍ଭ ହେବା ସହିତ ସହିତ ଦେଶର ଗଣତନ୍ତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

Share