Categories: ଜାତୀୟ

ପଦ୍ମଶ୍ରୀ ଫେରାଇଲେ ପଞ୍ଜାବୀ କବି ସୁର୍‌ଜିତ

ନୂଆଦିଲ୍ଲୀ, ୮।୧୨: କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଖ୍ୟାତନାମା ପଞ୍ଜାବୀ କବି ଡ. ସୁର୍‌ଜିତ ପାଟର ପଦ୍ମଶ୍ରୀ ପୁରସ୍କାର ଫେରାଇଦେବାକୁ ସୋମବାର ଘୋଷଣା କରିଛନ୍ତି। ସେ ୨୦୧୨ରେ ପଦ୍ମଶ୍ରୀ ପାଇଥିଲେ। ଆନ୍ଦୋଳନରତ କୃଷକମାନଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ବେଦନହୀନ ବ୍ୟବହାର ଲାଗି ସେ ବ୍ୟଥିତ ବୋଲି ସୁର୍‌ଜିତ କହିଛନ୍ତି।

Share