ଆଉଟ୍‌ଫିଟ୍‌କୁ ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ କହିଲେ…

ମୁମ୍ବାଇ: ଦୀର୍ଘ ଦୁଇବର୍ଷ ହେବ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଫ୍ୟାଶନକୁ ନେଇ ୟୁଜର୍ସମାନଙ୍କ ଟ୍ରୋଲର ଟାର୍ଗେଟ୍‌ରେ ରହୁଛି। କେବେକେବେ ଆଲିଆ ନିଜର ବୋରିଂ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ତ ଆଉ କେତେବେଳେ ଜିମ୍‌ କି ରେଷ୍ଟୁରାଣ୍ଟକୁ ନେଇ। ସେ ବେଳେବେଳେ ଏମିତି କିଛି କରିଥାନ୍ତି ଫଳରେ ୟୁଜର୍ସ ଟ୍ରୋଲ କରିବାରେ ଲାଗିପଡ଼ନ୍ତି। ଏହା ପୂର୍ବରୁ ଆଲିଆ ଫ୍ୟାଶନକୁ ନେଇ ଅନେକ ପରୀକ୍ଷା କରିଥିବା ନଜର ଆସିଛନ୍ତି। ଏବେ ଜଣେ ପ୍ରଶଂସକ ତାଙ୍କ ଆଉଟ୍‌ଫିଟ୍‌ ଦେଖି ଭଡ଼କି ଉଠିଛନ୍ତି।

ଆଲିଆଙ୍କୁ ମୁମ୍ବାଇରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ସେ ଏକ ବ୍ଲାକ ଶର୍ଟ୍‌ ଗ୍ରେ ଏବଂ ଲାଇଟ୍‌ ବ୍ଲାକ୍‌ର ଏକ ଲଙ୍ଗ୍‌ ଟପ୍‌ ପିନ୍ଧିଥିଲେ। ଏହା ପିଙ୍କ୍‌, ବ୍ଲାକ୍‌ ଏବଂ ହ୍ବାଇଟ୍‌ କଲର ଥିଲା। ନୀତୁ କପୁରଙ୍କ ବାର୍ଥ ଡେ ପାର୍ଟିକୁ ନେଇ ବେଷ୍ଟ ଫ୍ରେଣ୍ଡଙ୍କ ସହ ଲଞ୍ଚ୍‌ ଡେଟ୍‌କୁ ନେଇ ଆଲିଆ ଖୁବ୍‌ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ତାଙ୍କର ଆଉଟ୍‌ଫିଟ୍‌କୁ ନେଇ ସେ ପୁଣି ୟୁଜର୍ସଙ୍କ ଟାର୍ଗେଟ ପାଲଟିଛନ୍ତି।

ତାଙ୍କୁ ଏହି ଗେଟ୍‌ଅପ୍‌ରେ ଦେଖି ଜଣେ ୟୁଜର ପଚାରିଛନ୍ତି, କ’ଣ ଦେଖାଇବାକୁ ଚାହାନ୍ତି? ଆଉ ଜଣେ ୟୁଜର ଲେଖିଛନ୍ତି, ଆଲିଆ ନୁହଁ କାଲିଆ ଭଟ୍ଟ। ଆଲିଆ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମୟରେ ମଧ୍ୟ ଟ୍ରୋଲ ହୋଇଥିଲେ। ଖାଲି ଏତିକି ନୁହେଁ, ଆଲିଆଙ୍କ ଏପରି ରଙ୍ଗଢଙ୍ଗ ଦେଖି ଫଲୋଅର୍ସଙ୍କ ସଂଖ୍ୟା ବି କମିଗଲେଣି। ଫଲୋଅର୍ସମାନେ ଆଲିଆଙ୍କୁ ଦେଖି ଅନେକ ଟ୍ରୋଲ କରୁଥିଲେ। ଏହା ପରେ ଆଲିଆ ତାଙ୍କ କମେଣ୍ଟ ସେକ୍ସନ ବନ୍ଦ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

ଭୟଙ୍କର ହେଲା ଯୁଦ୍ଧ: ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କଲା ଇରାନ

ତେହରାନ,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

ଘରେ ପଶିଲେ କିଛି କହିବା ପୂର୍ବରୁ ଖଣ୍ଡାରେ ହାଣି ଲୁଟିନେଲେ  

ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି…

Iran New Leader: ଖାମେନେଇଙ୍କ ପୁଅ ହେଲେ ଇରାନର ନୂଆ ସୁପ୍ରିମ ଲିଡର, ଆମେରିକାରେ ହାଇ ଆଲର୍ଟ!

ତେହରାନ୍‌,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri