ନୂଆଦିଲ୍ଲୀ,୩୧।୭: ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘କେ୧୨ଏକ୍ସ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏଥିରେ ଏମ୍ଆଇଏଲ୍-ଏସ୍ଟିଡି-୮୧୦ଏଚ୍ ମିଲିଟାରି ଗ୍ରେଡ୍ ସାର୍ଟିଫିକେଶନ ସହିତ ସେଗ୍ମେଣ୍ଟ-ଅଗ୍ରଣୀ ସ୍ଥାୟିତ୍ୱ, ଧୂଳି ଓ ଜଳ ପ୍ରତିରୋଧ ପାଇଁ ଆଇପି୫୪ ରେଟିଂ ଏବଂ ସେଗ୍ମେଣ୍ଟର ପ୍ରଥମ ସ୍ପ୍ଲାଶ୍ ଟଚ୍ ଟେକ୍ନୋଲୋଜି ଆଦି ସାମିଲ ରହିଛି। ଫଳରେ ଉପଭୋକ୍ତାମାନେ ଓଦା ଆଙ୍ଗୁଠିରେ ମଧ୍ୟ ଏହାର ଟଚ୍ସ୍କ୍ରିନ୍କୁ ପରିଚାଳନା କରିପାରିବେ। ସେହିଭଳି ଏହି ଫୋନ୍ ବକ୍ସରେ ଏକ ଆଣ୍ଟି-ଡପ୍ରସିଲ୍ଡ କେସ୍ ଓ ଏକ ମଜଭୁତ ବ୍ୟାକ୍ ସେଲ୍ ସହ ଆସୁଛି। ଏପରିକି ୭.୬୮ଏମ୍ଏମ୍ ଅଲ୍ଟ୍ରା-ସ୍ଲିମ ଓପୋ କେ୧୨ଏକ୍ସ ୫ଜିର ଓଜନ କେବଳ ୧୮୬ଗ୍ରାମ ଏବଂ ଏହା ଏକ ଫ୍ରିଙ୍ଗରପ୍ରିଣ୍ଟ୍-ରେଜିଷ୍ଟାଣ୍ଟ୍ ମିଡ୍-ଫ୍ରେମ୍ ସହ ଆସୁଛି। ସେହିପରି ଓପୋର ଏହି ନୂତନ ଫୋନ ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା ବ୍ରିଜ୍ ବ୍ଲୁ ଓ ମିଡ୍ନାଇଟ ଭାୟୋଲେଟ୍ରେ ଉପଲବ୍ଧ ହେଉଛି ଏବଂ ଏହା ଓପୋ ଇ-ଷ୍ଟୋର ଓ ଫ୍ଲିପ୍କାର୍ଟରେ ୨୦୨୪ ଅଗଷ୍ଟ ୨ରୁ ଉପଲବ୍ଧ ହେବ। ଏ ସମ୍ପର୍କରେ ଓପୋ ଇଣ୍ଡିଆର ପ୍ରଡକ୍ଟ କମ୍ୟୁନିକେଶନ୍ସ ବିଭାଗ ମୁଖ୍ୟ ସାଭିଓ ଡି’ସୁଜା କହିଛନ୍ତି, ଓପୋ କେ୧୨ଏକ୍ସ ୫ଜି ହେଉଛି ୧୫,୦୦୦ ଟଙ୍କାରୁ କମ୍ ମୂଲ୍ୟ ଅଧୀନରେ ‘ଏମ୍ଆଇଏଲ୍-ଏସ୍ଟିଡି-୮୧୦ଏଚ୍’ ଡ୍ୟୁରାବିଲିଟି ଷ୍ଟାଣ୍ଡାର୍ଡ ଥିବା ପ୍ରଥମ ହ୍ୟାଣ୍ଡସେଟ୍।
ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ
ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...
ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ
ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍ ପକ୍ଷରୁ ଏକ...
୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ
ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...
ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…
ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...
‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ
ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...
ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…
ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...
ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…
ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...
ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ
ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...
Archives


