ଫିଟ୍‌ ହେଲା ଗୋଟିଏ ଟ୍ରାକ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଭୟାନକ ଟ୍ରେନ୍‌ ଦୁର୍ଘଟଣାର ସ୍ଥିତି ସଜାଡ଼ିବାରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ତେବେ ରବିବାର ଗୋଟିଏ ଟ୍ରାକ୍‌ ଫିଟ୍‌ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବାହାନଗା ଷ୍ଟେଶନର ଡାଉନ୍‌ ଲାଇନ୍‌ ରେଳ ଚଳାଚଳ ପାଇଁ ସଜଡ଼ା ଯାଇଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ।

Share