Posted inଖେଳ

ଦିନେ ପଥର ଫଟାଇ ପେଟ ପୋଷୁଥିଲେ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ଚାମ୍ପିଅନ, ଏବେ କୋଟି କୋଟି ଟଙ୍କାର ମାଲିକ

ଚର୍ଚ୍ଚିତ ଡବ୍ଲ୍ୟୁଡବ୍ଲ୍ୟୁଇର ଚାମ୍ପିଅନ ‘ ଦ ଗ୍ରେଟ୍‌ ଖଲି’ଙ୍କ ଆଜି ହେଉଛି ୪୭ତମ ଜନ୍ମଦିନ। ଖଲିକୁ କିଏ ବା ନ ଜାଣେ। ଛୋଟଠୁ ବଡ଼ଯାଏ ସମସ୍ତେ ଖଲିଙ୍କୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ବିଶେଷକରି ଯେଉଁମାନେ ଡବ୍ଲ୍ୟୁଡବ୍ଲ୍ୟୁ ଦେଖୁଥିବେ ସେମାନେ ଖଲିଙ୍କୁ ରିଙ୍ଗ୍‌ ଭିତରେ ଦେଖି ଅତ୍ୟଧିକ ଖୁସି ହୋଇଥିବେ। ଯିଏ କି ଜଣେ ସାଥୀ ଖେଳାଳିଙ୍କୁ ଟେକି କଚାଡ଼ି ତାଙ୍କ ଜୀବନ ନେଇଯାଇଥିଲେ। ଏପରିକି ତାଙ୍କୁ ଏଥିପାଇଁ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା। ଆଜି ସେହି ଖଲି ଦେଶର ଗୌରବ ପାଲଟିଛନ୍ତି। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା…


୧୯୭୨ ମସିହା ଅଗଷ୍ଟ ୨୭ରେ ହିମାଚଳପ୍ରଦେଶର ଧିରିୟାନା ଗାଁର ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ତାଙ୍କର ଜନ୍ମ। ତାଙ୍କ ପିତାଙ୍କ ନାମ ଜ୍ୱାଲାରମା ଏବଂ ମା’ଙ୍କ ନାମ ତାଣ୍ଡି ଦେବୀ। ଗରିବ ପରିବାରରେ ଜନ୍ମ ନେଇଥିଲେ ଖଲି। ୭ ଫୁଟ ୧ ଇଞ୍ଚ ଲମ୍ବର ଖଲିଙ୍କ ପ୍ରକୃତ ନାମ ଦିଲ୍ଲୀପ ସିଂହ ରାଣା। ଖଲିଙ୍କ ଓଜନ ୧୫୭ କିଲୋଗ୍ରାମ। ଅର୍ଥାଭାବ ଯୋଗୁ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। ଖଲି ପାଠପଢ଼ା ଛାଡ଼ି ପେଟ ପଥର ଫଟାଇ ପରିବାର ପୋଷୁଥିଲେ।

ଖାଲି ଏତିକି ନୁହେଁ, ଖଲି ସିକ୍ୟୁରିଟି ଗାର୍ଡ ଭାବରେ ମଧ୍ୟ କାମ କରିଛନ୍ତି। ଏହି ସମୟରେ ଏକ ପଞ୍ଜାବର ଜଣେ ପୋଲିସଙ୍କ ନଜରକୁ ଆସିଥିଲେ। ଏହା ପରେ ତାଙ୍କର ଜୀବନ ବଦଳି ଗଲା। ଖଲି ପେସାରେ ମଧ୍ୟ ଜଣେ ଅଭିନେତା। ସେ କେତେକ ହଲିଉଡ୍‌ ଏବଂ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବିଗ୍‌ବସ୍‌ ସିଜିନ୍‌-୪ରେ ଖଲି ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ।


୧୯୯୩ରେ ପଞ୍ଜାବ ପୋଲିସରେ ସେ ଚାକିରି ପାଇଥିଲେ। ଏହା ପରେ ସେ କୁସ୍ତି କରିବା ଆରମ୍ଭ କରିଥିଲେ। ୨୦୦୧ ମେ’ ୨୮ରେ ତାଙ୍କ କୁସ୍ତି କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri