Categories: ଫୁରସତ

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକର ଲାଭ ଜାଣିଲେ  ଛାଡ଼ିଦେବେ ଚାକିରି, ଭିଡିଓ ଦେଖିଲେ…

ଗୁପ୍‌ଚୁପ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଯେ କେହି ଏହାକୁ ସପ୍ତାହରେ ଥରେ କିମ୍ବା ୨ ଥର ଖାଉଥିବେ। । ମାତ୍ର ଏହା କ’ଣ ଚିନ୍ତା  କରିଛନ୍ତି  ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକୁ  ଲାଭ କେତେ।
ତେବେ ଭିଡିଓ ଦେଖିବା ପରେ କର୍ପୋରେଟରେ କାମ କରୁଥିବା ବ୍ୟକ୍ତିମାନେ ଗୁପ୍‌ଚୁପ୍‌ ବ୍ୟବସାୟ କରିବାକୁ ଚିନ୍ତା କରିବେ।
ଭାଇରାଲ କ୍ଲିପରେ ଦେଖିବାକୁ  ମିଳୁଛି ଯେ, ଜଣେ ବ୍ୟକ୍ତି ରାସ୍ତା କଡର  ଜଣେ  ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ  ଭିଡିଓ ଶୁଟିଂ କରି ତାଙ୍କୁ ଦିନକର  ଲାଭ ପଚାରୁଛନ୍ତି? ଏହା ଉପରେ ଗୁପ୍‌ଚୁପ ବିକ୍ରେତା କୁହନ୍ତି, ୨୫।  ବ୍ୟକ୍ତି  ପଚାରୁଛନ୍ତି ୨୫ ହଜାର?
ପରେ ସେ ୨୫୦୦ ବୋଲି କହୁଛନ୍ତି। ପରେ ବ୍ୟକ୍ତି ଜଣଙ୍କ ଏହାକୁ ହିସାବ କରି ମାସକୁ ୭୫ ହଜାର ବୋଲି  କହୁଛନ୍ତି। ଏହି ଭିଡିଓ ଡିସେମ୍ବର ୫ରେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @vijay_vox_ରୁ ପୋଷ୍ଟ କରାଯାଇଥିଲା ।
Share