ଓଡ଼ିଶା: ଆଜିର ଫଟୋ (୪ ଏପ୍ରିଲ, ୨୦୨୪)

ରାଜଧାନୀରେ ପ୍ରବଳ ଖରାରେ ଯୁବତୀ ମାନେ ହାତରେ ଛତା ଧରି ରୋଡରେ ଯାଉଛନ୍ତି

ଅସହ୍ୟ ତାତି କୁ ନେଇ ତୁଳସୀପୁର ଡ଼ିଅର ପାର୍କରେ ଥିବା ହରିଣ ଗଛ ଛାଇ ତଳେ ବିଶ୍ରାମ ନେଉଛନ୍ତି

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଣେ ବ୍ୟବସାୟୀ ମିଶନ ରୋଡ ପାର୍ଶ୍ୱରେ ବିକ୍ରୟ ପାଇଁ ଟୋପି ଗୁଡିକୁ ସଜିତ କରି ରଖୁଛନ୍ତି