ଓଡ଼ିଶା: ଆଜିର ଫଟୋ (୧୫ ଜାନୁଆରୀ , ୨୦୨୩ )

ସିଂହଦ୍ୱାର ସମୁଖରେ ସଂକ୍ରାନ୍ତି ପାଇଁ ହୋମ କରୁଛନ୍ତି

ମକର ସଂକ୍ରାନ୍ତି ଅବସର ରେ ରାଧାବଲଭି ଓ ଉତ୍ତରପାର୍ଶ୍ଵ ମଠ ରେ ମକର ଚାଉଳ ପ୍ରସ୍ତୁତ କରାଯାଉଛି।

ମକର ସଂକ୍ରାନ୍ତିରେ କାଠଯୋଡ଼ି ହଲଟ ରେଳ ଧାରଣା ଉପରେ ଗୁଡ଼ି ନେଇ ଯାଉଥିବା ନାବାଳକ