ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୩ )

ୟୁନିଟ-୧ ହାଟର ରୋଡରେ ଲେଖାଯାଇଛି ନୋପାର୍କିଙ୍ଗ କିନ୍ତୁ ଗାଡି ପାର୍କିଙ୍ଗ ହେଇଚି

ଆଗକୁ ବିଶ୍ୱକର୍ମା ପୂଜା ଜଣେ ଶିଳ୍ପୀ ବିଶ୍ୱକର୍ମା ଙ୍କ ମୁରମୟୀ ମୂର୍ତି ରେ ରଙ୍ଗ ଦେଉଛନ୍ତି