ଓଡ଼ିଶା: ଆଜିର ଫଟୋ ( ୬ ଅଗଷ୍ଟ, ୨୦୨୬)

 

ରସୁଲଗଡ଼ ବାଲିଆପଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ-ବିଜ୍ଞାନ ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ସମ୍ପର୍କରେ ଜଣେ ଶିଶୁ ଅତିଥି, ଗୁରୁମା ଓ ଗୁରୁଜୀଙ୍କୁ ବୁଝାଉଛନ୍ତି

 

ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ବାମିଖାଲ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ

 

ରାକ୍ଷୀ ପୂର୍ଣ୍ଣିମା ପାଇଁ ଚୌଧୁରୀ ବଜାର ଅଞ୍ଚଳର ପାଇକାରୀ ରାଖୀ ଦୋକାନଗୁଡ଼ିକରେ ରାଖୀ କିଣିବାକୁ ଖୁଚୁରା ବ୍ୟବସାୟୀଙ୍କ ଭିଡ଼

 

📲 Follow Dharitri – Odisha’s No.1 Odia Daily 📰✨