ଓଡ଼ିଶା: ଆଜିର ଫଟୋ ( ମେ ୮, ୨୦୨୩ )

ଭୁବନେଶ୍ୱର ପିଏମଜିରେ ଏକ ପାଣିଟାଙ୍କିରେ ଟ୍ୟାପ ନଥିବାରୁ ପାଣି ରାସ୍ତାରେ ଭାସୁଛି

ରାଜଧାନୀରେ ପ୍ରବଳ ଖରା ପିଏମଜିରେ ଜଣେ ବୃଦ୍ଧ ବ୍ୟକ୍ତି ମୁଣ୍ଡରେ ଓଦା ଗାମୁଛା ବାନ୍ଧି ରାସ୍ତାରେ ଯାଉଛନ୍ତି