ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬ , ୨୦୨୦)

ଅନଲକ୍୩ ଲାଗୁ ହେବା ପରେ ଭୁବନେଶ୍ୱରରେ ଲୋକଙ୍କ ଭିଡ

ଜଣେ କାରିଗର ଗଣେଶ ପୂଜା ପାଇଁ ମାଟି ମୂର୍ତ୍ତିରେ ରଙ୍ଗ କରୁଛନ୍ତି

ଭୁବନେଶ୍ୱରର ୟୁନିଟ୍ -୩ ଜନପଥରେ ରାସ୍ତା ଖୋଳା ଯାଇଛି, ରାସ୍ତାକାମ ଶେଷ ହେବା ପରେ ମଧ୍ୟ ମରାମତି ହୋଇପାରି ନାହିଁ

ବ୍ୟସ୍ତବହୁଳ ରାଜମହଲ-ବାପୁଜୀ ନଗର ମୁଖ୍ୟ ରାସ୍ତାରେ କାର ପାର୍କିଙ୍ଗ

ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ବ୍ୟକ୍ତି କଟକ ଚୌଧୁରୀ ବଜାରର ଏକ ଦୋକାନରୁ ଜାତୀୟ ପତାକା କିଣୁଛନ୍ତି