ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୩ )

ଭୁବନେଶ୍ୱର ଉପକଣ୍ଠରେ ଦୁଇ ଜଣ ମହିଳା ଏକ ବଗିଚାରେ ସୂର୍ଯ୍ୟମୁଖୀ ଫୁଲକୁ ତୋଳୁଛନ୍ତି

ଡ୍ରାଇଭର ମହାସଂଘର ଓଡିଶା ବନ୍ଦ ଡାକରା ହେତୁ ପେଟ୍ରୋଲ ସରିଯିବା ଭୟ ରେ ଲୋକମାନେ ପେଟ୍ରୋଲ ପକେଇବା ପାଇଁ ଭିଡ କରିଛନ୍ତି