ଓଡ଼ିଶା: ଆଜିର ଫଟୋ ( ୩୦ ଏପ୍ରିଲ, ୨୦୨୪ )

ଆସନ୍ତା ରଥଯାତ୍ରା ପାଇଁ ଓଝା ସେବକ ରଥ କାଠ ଅନୁକୂଳ ପାଇଁ ନୂତନ କୁରାଢି ପ୍ରସ୍ତୁତ କରୁଛନ୍ତି

 

 

 

ଭୁବନେଶ୍ୱରରେ ପ୍ରଚଣ୍ଡ ଖରା

 

 

 

କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ମହାନଦୀ ରିଙ୍ଗ ରୋଡ ଓ ମଙ୍ଗଳାବାଗ ରିଙ୍ଗ ରୋଡରେ କରାଯାଇଥିବା କାର୍ଯ୍ୟଗୁଡିକର ଅବହେଳିତ ଅବସ୍ଥା