ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୮, ୨୦୨୩ )

କଟକ କଳାକାର ସଂଗଠନ ନେତାଜୀ ସେତୁ ନିକଟ ଗାନ୍ଧୀ ସ୍ମାରକୀ ପାର୍କରେ ହକି ବିଶ୍ୱକପ ଉପରେ କଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି

ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସୌନ୍ଦଯ୍ୟକରଣ କରାଯାଉଛି

 

କମିଶନରେଟ୍ ପୋଲିସ୍ ପକ୍ଷରୁ କଟକସ୍ଥିତ ବକ୍ସି ବଜାର ରିଜର୍ଭ ପୋଲିସ୍ ଫିଲ୍ଡରୁ ମିନି ମାରାଥନ୍ ଫ୍ଲାଗ୍ କରାଯାଇଥିଲା

ଭୁବନେଶ୍ୱରରେ ଶିଖରଚଣ୍ଡୀ ରାସ୍ତାରେ ପଥ ଉତ୍ସବ ପାଳନ କରାଯାଇଛି