ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୭, ୨୦୨୦)

ଆସନ୍ତା କାଲିଠାରୁ ଲକ୍‌ଡାଉନ ଥିବାରୁ ମାର୍କେଟରେ ଲୋକଙ୍କ ଭିଡ।

 

ସିଡିଏ ରାସ୍ତା ପାର୍ଶ୍ୱ ସିମେଣ୍ଟ କଂକ୍ରିଟ ପାଇପ ମଧ୍ୟରେ ସାମୟିକ ବିଶ୍ରାମ ନେଉଥିବା ଜଣେ ବ୍ୟକ୍ତି ।

 

ରାଜଧାନୀରେ ପ୍ରବଳ ଖରା ଯୋଗୁ ଦୁଇ ଜଣ ଯୁବତୀ ଛତାଧରି ଯାଉଛନ୍ତି।

 

ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ଅଧିକାରୀମାନେ ମାର୍କେଟକୁ ସିଲ୍‌ କରୁଛନ୍ତି।

 

ରାଣିହାଟ ମୁଖ୍ୟରାସ୍ତା ଗହଳି।