ଓଡ଼ିଶା: ଆଜିର ଫଟୋ ( ୨ ଜୁନ୍ ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୩୪ତମ ‘ନୃତ୍ୟାଞ୍ଜଳି ମହୋତ୍ସବ ଓ ସମ୍ମାନ ସମାରୋହ’ ଅବସରରେ ପରିବେଷିତ ମନୋରମ ଓଡ଼ିଶୀ ନୃତ୍ୟ

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଏବଂ ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ‘ନାଟ୍ୟଧାରା’ର ନାଟକ “ବଞ୍ଚିବା ଜୀବନ”ର ଏକ ଦୃଶ୍ୟ

 

📲 Follow Dharitri – Odisha’s No.1 Odia Daily 📰✨