ଓଡ଼ିଶା: ଆଜିର ଫଟୋ ( ୨ ଅଗଷ୍ଟ, ୨୦୨୬)

କଟକ ବାଲିଯାତ୍ରା ତଳ ପଡ଼ିଆ ମହାନଦୀ ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ସୁରକ୍ଷାକୁ ନେଇ ପୋଲିସ ପକ୍ଷରୁ ରେଡିୟମ୍‌ ଖଚିତ ଜ୍ୟାକେଟ୍‌ ଓ ମୃଦୁ ପାନୀୟ ବଣ୍ଟନ

 

 

 

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଅବସରରେ କମିଶନରେଟ୍ ପୋଲିସ ପକ୍ଷରୁ ବିମାନବନ୍ଦରରୁ ଲୋକସେବା ଭବନ ଅଭିମୁଖେ ବାହାରିଥିବା କାରକେଡ୍‌

 

 

 

📲 Follow Dharitri – Odisha’s No.1 Odia Daily 📰✨