ଓଡ଼ିଶା: ଆଜିର ଫଟୋ (୨୬ ଜୁଲାଇ, ୨୦୨୬)

ବର୍ଷା ଓ ପ୍ରତିଫଳନ: ଭୁବନେଶ୍ୱର ସିଆରପିଏଫ୍ ଓଭରବ୍ରିଜ୍‌ ନିକଟରେ ଜମି ରହିଥିବା ପାଣିରେ ହେଉଛି ପ୍ରତିଫଳିତ

 

 

 

କଟକ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀଜିଉଙ୍କ ନିକଟରେ ଅଧରପଣା ଲାଗି

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟାଙ୍ଗନାର ବାର୍ଷିକ ଉତ୍ସବ ପାଳନ