ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୬, ୨୦୨୧)

କଟକରେ ଭାରତ ବନ୍ଦ ସମୟର ଦୃଶ୍ୟ

 

ଭୁବନେଶ୍ୱର  ୟୁନିଟ୍ ୧ ମାର୍କେଟ  ଓ  ୟୁନିଟ୍ ୨ ମାର୍କେଟ ବିଲ୍ଡିଂ  ଭାରତ ବନ୍ଦ ପାଇଁ ଶୂନଶାନ

 

ଜଗତପୁର ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହିଥିବା ଭାରି ଯାନ

 

ଭୁବନେଶ୍ୱର ଷ୍ଟେସନ ରାସ୍ତା ପାର୍ଶ୍ଵରେ ଜଣେ ମା ତାଙ୍କ ଝିଅର ମୁଣ୍ଡରୁ ଉକୁଣି ବାଛୁଛନ୍ତି