ଓଡ଼ିଶା: ଆଜିର ଫଟୋ ( ୨୬ ମେ ୨୦୨୬ )

ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର YATS ବିଜେତାଙ୍କୁ ନେଇ ସତୀଶ ଧାୱନ ସ୍ପେସ ସେଣ୍ଟର, ଇସ୍ରୋ ଶ୍ରୀହରିକୋଟା ଯାଉଥିବା ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି

 

କଟକ ଚୌଧୁରୀ ବଜାର ଅଞ୍ଚଳରେ ଅସହ୍ୟ ତାତି ଲାଗି ଜନଗହଳିପୂର୍ଣ୍ଣ ଅଞ୍ଚଳ ଖାଁ ଖାଁ